ସଜାଗ ହୁଅ ! ସଂଖ୍ୟା ୧ ୨୦୧୯ | କʼଣ ଆମେ କେବେ ନିରାପଦ ଓ ସୁରକ୍ଷିତ ରହିପାରିବା ?
ଧ୍ୟାନ ଦିଅନ୍ତୁ ଯେ ଆଜି ଆମେ କେଉଁ ସମସ୍ୟାଗୁଡ଼ିକର ସାମନା କରୁଛୁ ଓ ଏହି ଦୁନିଆରେ ସୁରକ୍ଷା ଆଣିବା କାହିଁକି ଜରୁରୀ ।
ଆମ ସୁରକ୍ଷା ବିପଦରେ ଅଛି
ଆଜି ଆଗ ଅପେକ୍ଷା ଏପରି ବହୁତ କାରଣ ଅଛି ଯାହାଯୋଗୁଁ ଆମ ସୁରକ୍ଷା ବିପଦରେ ଅଛି । କʼଣ ଏହାର ସମାଧାନ ହୋଇପାରିବ ?
ସମସ୍ୟାଗୁଡ଼ିକୁ ପୂରାପୂରି କିପରି ଶେଷ କରିପାରିବା ?
ଦୁନିଆରେ ହେଉଥିବା ବଡ଼ ବଡ଼ ସମସ୍ୟାର କାରଣ ଅପରିପୂର୍ଣ୍ଣ ମଣିଷ ଅଟେ । କିଏ ଏହି ସମସ୍ୟାଗୁଡ଼ିକୁ ପୂରାପୂରି ଶେଷ କରିପାରିବ ?
ନୈତିକ ଶିକ୍ଷା
ପ୍ରକୃତ ଶାନ୍ତି ଓ ସୁରକ୍ଷା ପାଇଁ ଉଚ୍ଚ ନୈତିକ ସ୍ତର ରହିବା ଜରୁରୀ ।
ରିକାର୍ଡୋ ଓ ଆଣ୍ଡ୍ରେସଙ୍କ କାହାଣୀ
ପୂର୍ବେ ରିକାର୍ଡୋ ଓ ଆଣ୍ଡ୍ରେସ ଲୋକମାନଙ୍କୁ ଶାନ୍ତିରେ ବଞ୍ଚିବା ପାଇଁ ଦେଉ ନ ଥିଲେ । କିନ୍ତୁ ଏବେ ସେମାନେ ଆଗ ଭଳି କାମ କରନ୍ତି ନାହିଁ । ଜାଣନ୍ତୁ ଯେ ବାଇବଲ କିପରି ସେମାନଙ୍କର ଜୀବନ ବଦଳାଇଦେଲା ।
“ଶାନ୍ତିର ସୀମା ରହିବ ନାହିଁ”
ଈଶ୍ୱରଙ୍କ ରାଜ୍ୟ କʼଣ ?
ଈଶ୍ୱରଙ୍କ ରାଜ୍ୟରେ “ପ୍ରଚୁର ଶାନ୍ତି ହେବ”
ଯେବେ ଈଶ୍ୱରଙ୍କ ରାଜ୍ୟ ସାରାଦୁନିଆରେ ଶାସନ କରିବ, ତେବେ ଚାରିଆଡ଼େ ପ୍ରଚୁର ଶାନ୍ତି ହେବ ।
କʼଣ ଆପଣ କେବେ ଭାବିଛନ୍ତି ?
ବାଇବଲ ସହ ଜଡ଼ିତ ପ୍ରଶ୍ନଗୁଡ଼ିକର ଉତ୍ତର ଆପଣ କେଉଁଠୁ ପାଇବେ ?